by Shanti Mishra ✓ · 6 Mar 2021
ଯେତିକି ଭାବୁଛି ତୁମ କଥା ମୁହିଁ, ତୁମେ ସେତିକି କି ଭାବୁଥିବ, ପରସ୍ପରର ଭାବନା ଅଜାଣତେ ହସ୍ତାନ୍ତର କଣ ହୋଇଥିବ ! ସେଦିନ ଡାକବାଲା ଚିଠି ନିଅ, ବୋଲି ଯେବେ ବଡ ପାଟିରେ ଡାକିଲା, ଭାବିଲି ତୁମ ଠାରୁ ବୋଧେ, ପ୍ରେମ ସମ୍ବୋଧିତ ଚିଠି ଖଣ୍ଡେ ଆ
Loading comments…
Loading comments…