by Lokanath Rath ✓ · 14 Jul 2022
କଥା ଅଟେ କିଛି କ୍ଷଣର ବିନା ସ୍ୱାର୍ଥରେ ସିଏ ସାଥୀ ହେଲା ଥିଲା ଖାଲି ନିମିଷେକ ଖାଲି ହୃଦୟରେ ଦୃଢ଼ତା ଭରିଲା ଏହି ସ୍ୱାର୍ଥପର ନିଷ୍ଠୁର ଦୁନିଆରେ ଆମ ଅଜଣା ସମ୍ପର୍କ ଏବେ ବନ୍ଦନାର ପାତ୍ର |
Loading comments…
Loading comments…