by Santosh Kumar Ojha ✓ · 7 Jan 2022
ଅଦିନ କୁହୁଡ଼ି ଅବେଳରେ ଝଡ଼ି ଅସମୟେ ନଈ ବଢ଼ି ଅଜଣା ଅତିଥି ଅସତ ସମ୍ପତ୍ତି ଅଢଙ୍କା ସାପର ପେଡ଼ି । ଅକାଳକୁ ଆଣେ ଭିଡ଼ି ।
Loading comments…
Loading comments…