by Anam Charan Sahoo ✓ · 21 Aug 2019
ଦୁଷ୍ଟ ପାଏ ଦଣ୍ଡ ମାଡ ଖାଏ ଭଣ୍ଡ ଲଭେ ବିପରୀତ ଫଳ ମୃଗରାଜ ପାଶେ ଛାଗଳ ବିକ୍ରମେ ବାନ୍ଧି ଆସିବକି ଦଳ । ସେ ଦେଶର ଛବି ଜବାନ ବିଲୋପି ନାଶିବେ ତାହାର ଦମ୍ଭ ଵିସ୍ଫୋଟ ଶବଦ ଶୁଣିବ ଜଗତ ଶୁଭେ ଯେହ୍ନେ ଭାଙ୍ଗି କୁମ୍ଭ ।
Loading comments…
Loading comments…