by Parshuram Biswal ✓ · 1 Aug 2017
ଦେଶ-ଜାତି ଆଉ ସମାଜ ପାଇଁକି କିଏ କେତେ କଲେ ଦାନ ତାଙ୍କ ପାଇଁ ଆଜି କରୁଚୁ ଗରବ, କହୁଚୁ ଆମେ ମହାନ ଶ୍ରୀହୀନ ତାଙ୍କର ପ୍ରତିମୂର୍ତ୍ତି ଦେଖି ବଦଳୁନାହିଁରେ ଚିତ୍ତ ।
Loading comments…
Loading comments…