by Jagannath Barik ✓ · 7 Jan 2022
ରାଜ ରାଜେଶ୍ଵରୀ ବିଷ୍ଣୁ ମୋହିନୀ ରାକା ରଜନୀଶ ଆସ୍ୟ ଶୋଭିନୀ ରାସେଶ୍ୱରୀ ରାସ ରସ ରଙ୍ଗିନୀ ରାଗ ଅନୁରାଗ ଶ୍ରଦ୍ଧାବର୍ତ୍ତିନୀ ରାଜୀବ ନୟନୀ ରାଧାରାଣୀ ତିନି ଲୋକବନ୍ଦିନୀ
Loading comments…
Loading comments…