by Pramod Pradhan ✓ · 10 Aug 2017
ଅସ୍ତଗାମୀ ଗୋଧୂଳି ନୀଡ଼ମୁଖୀ କାକଳି କଅଁଳିଉଠେ ଶୀତରେ ମହାବୃତ୍ତ ଠାଉଠାଉ ଓଠ ଓଠରେ ଶୀତଳ ଅମୃତ ଏଇ ତ ମହାସ୍ରୋତ ଅକ୍ଷତ ଶୀତ !!
Loading comments…
Loading comments…