by ଵଳରାମ ତରାଈ ✓ · 21 May 2019
ଶ୍ରୀଗୁଣ୍ଡିଚାକୁ ଶ୍ରୀ ପଞ୍ଚମୀ ପରି ଏହି ଦିନର ମହତ ଭାରି ଆଜିଠୁ ପାଂଜିର ଶୁଭ ମୁହୂର୍ତ୍ତ ଶୁଭ କାର୍ଯ୍ୟ ଯେତେ କରି ସୁନା ରୁପା ଆଜି କିଣା କିଣି କରି ଶୁଭ ମୁହୂର୍ତ୍ତ, ଜଗନ୍ନାଥଙ୍କର ରଥ ନିର୍ମାଣ ଅନୁକୂଳ ଆଜି ଏହି ଦିନ କାଠ ଖଣ୍ଡେମାନ କଟାକଟି ର ଆରମ୍ଭ ହେବ ଜାଣ
Loading comments…
Loading comments…