by Sudhir Kumar Panda ✓ · 23 May 2019
ବ୍ରହ୍ମାଙ୍କ ସନ୍ତାନ "ଅକ୍ଷୟ"ଙ୍କ ଜନ୍ମ ଦିନ ତାଙ୍କରି ଆଶିଷେ ଦୁଃଖ ହୋଇଯାଏ କ୍ଷୀଣ। ସତ୍ୟ ଯୁଗ, ତ୍ରେତୟାର ଆରମ୍ଭର କ୍ଷଣ ଅକ୍ଷୟ ତୃତୀୟା ଅଟେ ସେହି ପୂଣ୍ୟ ଦିନ । ଆଜ ଦିନେ ମିଳିଥିଲା କୁବେରଙ୍କୁ ଭାର ସୁବର୍ଣ୍ଣାଦି ସମ୍ପଦର ଅପୂର୍ବ ସମ୍ଭାର।
Loading comments…
Comments
Loading comments…