by Suchismita Sahoo ✓ · 2 Jun 2021
ଆରମ୍ଭ ହୋଇଛି ଯାତ୍ରା ଚନ୍ଦନ ଚାପ ଖେଳୁଛନ୍ତି ମଧୁସୂଦନ ସଙ୍ଗେ ରାମ କୃଷ୍ଣ ପଞ୍ଚପାଣ୍ଡବ ଶ୍ରୀଦେବୀ ଭୂଦେବୀ ଅପୂର୍ବ ଭାବ ଦେଖିଛି ଯିଏ କୋଟି ଜନ୍ମ ପୁଣ୍ୟ ଲଭିଛି ସିଏ ରଥ ଅନୁକୂଳ ଏହି ଦିବସେ ତିନି ବିଶ୍ବକର୍ମା ମନ ହରଷେ ଆଜ୍ଞା
Loading comments…
Comments
Loading comments…