by Bijay Prusty ✓ · 21 Jul 2021
ନିରୋଳା ଖରାରେ ମରୁଯାତ୍ରୀ କଣ୍ଠୁ ସ୍ଫୁରେନାହିଁ କିଛି କଥା ବୁଝି କି ପାରିବ ମରିଚିକା କେବେ ଶୋଷିଲା ପ୍ରାଣର ବ୍ୟଥା I ପଥିକ ଖୋଜଇ ପାନ୍ଥଶାଳା ଆଶ୍ରା ସଞ୍ଜ ନଇଁଗଲା ପରେ ରାତିର ଅତିଥି ପାନ୍ଥଶାଳା ଦୁଃଖ ପଚାରେନି କେବେ ଥରେ I
Loading comments…
Loading comments…