by Kamlesh Patel ✓ · 18 May 2019
କବିତା ଫଗୁଣର ଫଗୁ ରଙ୍ଗେ ଭିଜା ଭିଜା ବାସ୍ନା କୁସୁମରେ ଶିହରାଉଥିବା ତନୁ ମନର ଫଗୁଣୀ, କବିତା ବିଶ୍ବାସର ବାଦଲରୁ ଝରି ଆସୁଥିବା ଆଶାର ଭରସାରେ ବର୍ଷୁ ଥିବା ଶ୍ରାବଣୀ ।
Loading comments…
Comments
Loading comments…