by Chinmaya Kumar Nayak ✓ · 2 Oct 2020
ଅଳିଆ ଗଦାର ମଳିନତାରେ ଝାଉଁଳି ଯାଇନି ତା ଆତ୍ମସୁନ୍ଦରତା ଯନ୍ତ୍ରଣା ଓ ସଂଘର୍ଷ ଭିତରେ ସେ ବୁଝିଛି ଜୀବନର ମୂଲ୍ୟବୋଧ, ତା ଅପାଠୁଆ ହୃଦୟରେ ନା ଥାଏ ପ୍ରଶ୍ନ ନା କିଛି ସନ୍ଦେହ ବାସ୍ ଆଜିକ ବଞ୍ଚିବା ହିଁ ଜୀବନ ଏଇ ବୋଧେ ସେ ଅବୋଧର ବୋଧ।
Loading comments…
Loading comments…