by Dr Baman Chandra Dixit ✓ · 18 Jun 2021
ବୁନ୍ଦେ ବେଦନାକୁ ଚାପି ଧରି ଥିଲି, ଆଖି କୋଣେ କୋଣେ ସାନ୍ତ୍ୱନା ଘୋଡେଇ। ନିଃଶବ୍ଦ ଆର୍ତ୍ତ ଚିତ୍କାର କ୍ଷଣେ ସୁପ୍ତ, କ୍ଷଣେ ନିର୍ଗତ ଧୈର୍ଯ୍ୟକୁ ମୋ ଆଡେଇ। ନିଜ ଅଧିନେ ନିଜକୁ ବାନ୍ଧିବାର, ବନ୍ଧ ଭାଙ୍ଗି ଯାଏ, ମର୍ମାହତ ମୋହ
Loading comments…
Loading comments…