by Tapaswini DashSarangi ✓ · 21 Dec 2020
ଅଳସୀ ନଈ ଟେ ହୋଇ ବହିଯିବି ତୁମ ହୃଦୟ କାନନ ମଧ୍ୟ ଦେଇ ଶୁଷ୍କ ଯେବେ ହୋଇଥିବ କାନନ ଭିତର ବନ୍ୟା ହୋଇ ଦୂର କରିବି ତାହାର ଶୁଷ୍କତା। ଅଳସୀ ନଈ ଟେ ହୋଇ ବହିଯିବି ତୁମ ମନ ମରୁଭୂମି ରେ
Loading comments…
Comments
Loading comments…