by Dr.Soumya Ranjan Khatua ✓ · 13 Dec 2021
ଇଚ୍ଛା ସେମିତି ଦେଖିବି କି ଲବଣ୍ୟତା ଭରା ରାଜହଂସୀନି ଗତିକୁ କି ଉପମା ଦେବି ପୁଣି ତା ଅଳସୀ ଚାହାଣୀକୁ ସଜେଇଛି ମୋ ତୁଠ ଦେହେ ପଥର ଓ ପୁଣି ଏ ଶିଉଳୀକୁ ସଦ୍ୟସ୍ନାତା କୁମାରୀ ଦେହୁ ନିଗିଡ଼ା ଜଳୁ ସେ ଏ ଉଦ୍ଧୃତାକୁ ।।
Loading comments…
Loading comments…