by Umashankar Satpathy ✓ · 23 Jul 2021
ଯେବେ ମୁଁ ବର୍ଷିଛି କୋମଳ ଶରୀର ତୁମର ଯାହା ପୁଷ୍ପ ଭଳି ପ୍ରାପ୍ତ ଝରଣା ବକ୍ଷର ଶିଳାରେ ଶିଉଳି ମୁଁ ସାଧନାରେ ଲିପ୍ତ ଆଇନାର ଚତୁଃପାର୍ଶ୍ୱେ ଯେତେ କାରୁକାର୍ଯ୍ୟ ମଧୁଶାଳା ପାଚେରିରେ ସେତିକି ଭାସ୍କର୍ଯ୍ୟ
Loading comments…
Loading comments…