by KRUTIBAS NAYAK ✓ · 24 Apr 2021
ବାଳକୁ କାଟିଛି ସେଲୁନକୁ ଯାଇ ମାଲିସ ପାଲିସ କରି, ରକେଟ ସମାନ ବାଇକ ଉଡ଼ାଏ ଯୁବତୀ ସାଙ୍ଗରେ ଧରି | ଛିଣ୍ଡା କପଡ଼ାର ପ୍ୟାଣ୍ଟ ପିନ୍ଧୁଛି ଷ୍ଟାଇଲ ମାରୁଛି ବୁଲି, କଳାଚୂଟିକୁ ମୁଁ ରଙ୍ଗ ଲଗାଉଛି କେବେ ଧଳା କେବେ ନାଲି | ରାତିସାରା ମୁହି
Loading comments…
Loading comments…