by Gangotri Priyadarshini ✓ · 15 Jan 2021
କମନୀୟ କାନ୍ତି କାନ୍ତଙ୍କର କାୟା କେମିତି କଟାକ୍ଷ କଲା କାକଳି କର ଧରି କାହ୍ନୁ କରନ୍ତି କଳ୍ପନା କହିବ କି ପ୍ରିୟା କାହାର କନ୍ୟା ।।
Loading comments…
Loading comments…