by କାନ୍ତିପ୍ରକାଶ ବ୍ରହ୍ମା ✓ · 4 Feb 2019
ମନରେ ଆସିଲା ତୁମ କଥା ଯେବେ ପ୍ରାଣ ହେଲା ପୁଲକିତ ଚିନ୍ତା ସବୁ ମୋର ଦୂରେ ଚାଲିଗଲା ମନେ ଭରିଦେଲ ମିତ ତୁମେ କି ଅମୃତ ଗୀତ !
Loading comments…
Loading comments…