by rasmi maye pati ✓ · 18 Jan 2021
ବିହଙ୍ଗ କଣ୍ଠ ରେ ଛିଞ୍ଚିଲ ଅମୃତ ମହଦାନୀ ନିରାକାର ଯାର ପ୍ରାପ୍ୟ ଯାହା ଯାଚି ଦେଇ ଗଲ ନାହିଁ ପାତର ଅନ୍ତର ।।।। ଧନ୍ୟ ତୁମ ଦାନ ସେ ଅଟ୍ଟାଳିକା ରେ ଦେଇ ଦେଲ ମତେ ସ୍ଥାନ ଅମୃତ ମୟ ସୃଷ୍ଟି ରଚି ଦେଲ ଆହେ ପ୍ରଭୁ ପରମବ୍ରହ୍ମ।।।
Loading comments…
Loading comments…