by Panchanan Jena ✓ · 17 Mar 2021
ବିଚିତ୍ରବର୍ଣ୍ଣ।ଳିର ଶୋଭା ଆଭା ଵର୍ଣ୍ଣ ବିଭା ଭୃଣରୁ ଦେଖୁଛି ତୋ'ର ଅନନ୍ତ ଶକ୍ତି ସ୍ୱରୂପୁଣି ପ୍ରଭା ନଭଗର୍ଭା ପୁଣି ସୁଗୃହିଣୀର ଶୋଭା ।୪ ଅସୀମ ସସୀମ ତ୍ୟାଗ ବଳିଦାନ ନିସ୍ୱାର୍ଥ ଭାବରେ ଅସରନ୍ତି ନିନ୍ଦା ଅପବାଦ ହଜମିବୁ ହସରେ ଲୁହ
Loading comments…
Comments
Loading comments…