by CHINMAYEE PRADHAN ✓ · 19 Apr 2022
ବିରହି ଚକୋର ସିଏ ଚକୋରିର ସନ୍ଧାନରେ, ଖୋଜୁଥାଏ ମନେମନେ ଖୋଜି ଖୋଜି ଦିନ ସରେ। ଦୂର ଆକାଶରେ ଜହ୍ନ ଦରିଆରେ ଅଛି କଇଁ, ପ୍ରେମ ତାଙ୍କ ଚିରନ୍ତନ ସ୍ପର୍ଶ କେବେ ହେଇନାଇଁ।
Loading comments…
Loading comments…