by Prafulla Chandra Mishra ✓ · 14 May 2021
ଇବ୍ ନଦୀକୂଳେ ପର୍ବତ ଗୁହାରେ ବିଜୟ ମାଆ ରାମଚଣ୍ଡୀ ବୁଢ଼ାରଜା ପରବତ ଅବସ୍ଥିତ ଦିଶଇ ସୁନ୍ଦର ଅତି ଉତ୍କଳର ଏହି ସୌନ୍ଦର୍ଯ୍ୟ ବିଭାରେ ଝରେ ପୀୟୂଷର ରସ ଅନେକ କୀରତି ପୁଷ୍ପେ ବିଶୋଭିତ ଏଇ ମୋ ଉତ୍କଳ ଦେଶ
Loading comments…
Comments
Loading comments…