by Chinmaya Kumar Nayak ✓ · 29 Mar 2022
ନଥାଏ ଧୂପରେ ଦୀପ ନୈବେଦ୍ୟରେ ନଥାଏ ସେ ଆଡ଼ମ୍ବରେ, ବିଶୁଦ୍ଧ ଅନ୍ତରେ ସ୍ନିଗ୍ଧ କମଳ ସେ ଫୁଟେ ସ୍ଥିର ହୃଦ ନୀରେ। ଦିଶେନା ଡାକିଲେ ମିଳେନା ଖୋଜିଲେ ସହଜେ ସେ ମିଳେ ନାହିଁ, ସମର୍ପଣ ପଥେ ଅତୁଟ ବିଶ୍ବାସେ ଅଚିରେ ପ୍ରାପ୍ତ ହଅଇ।
Loading comments…
Comments
Loading comments…