by Suresh chandra Padhy ✓ · 24 Jan 2022
ତୋ ବିନା ମୋର କିଏ ଅଛି କହ ମୋ ଭାଇ ଠାରୁ ମୋତେ କିଏ ଦୂରେଇ ନ ଦିଅ ତୋ ବିନା ମୋର କିଏ ଅଛି କହ ସାରା ଜୀବନ ତୋ ପାଇଁ ମୋର ଥିବ ସ୍ନେହ ତୋ ବିନା ମୋର କିଏ ଅଛି କହ
Loading comments…
Comments
Loading comments…