by ARCHANA DEO ✓ · 31 Jan 2021
ବିଭିନ୍ନ ଢଙ୍ଗରେ ଉପସ୍ଥାପନ କରିଚାଲ ମୋତେ ପୁଣି ହୃଦୟରୁ ହୃଦୟକୁ ଦିଅ ତୁମେ ବାର୍ତ୍ତା ସେଥିପାଇଁ ତ ତମେ ସୃଷ୍ଟିର ସ୍ରଷ୍ଟାଙ୍କ ପରି ସୃଷ୍ଟି କରିଚାଲ ଅନାବନା ଧାଡ଼ିର କବିତା
Loading comments…
Comments
Loading comments…