by Debadatta Jena ✓ · 8 Feb 2021
ଆଗୋ ଅନାମିକା.. ତୁମେ ଗଂଧ ସୁଗନ୍ଧର ଅର୍ଚ୍ଚନା, ସ୍ମୃତି ପରଶରେ ତୁମେ ମୁଗ୍ଧ ବସଂତ ଅତୁଲ୍ୟ ମାନିନୀ ତୁମେ ଅନନ୍ୟା, ତୁମ ଚଞ୍ଚଳ ହରିଣୀ ଆଖିରେ ସ୍ୱଚ୍ଛ ଶୁଦ୍ଧ ନୀଳିମାର ମୂର୍ଚ୍ଛନା, ତୁମ ପାଦର ନୂପୁର ଝରଣାର ଗୀତି,
Loading comments…
Comments
Loading comments…