by Maheswar Kabi ✓ · 20 Sept 2020
ଦୁନିଆଟା ଯଦି ଅନ୍ଧାର ହୁଏ , ଶିକ୍ଷାର ପ୍ରଦୀପ ଜାଳିବ କିଏ ? ଶିକ୍ଷାର ପ୍ରଦୀପ ଜାଳିବା ପାଇଁ , ଶିକ୍ଷକ ସାଜିଲ ଦୁନିଆ ପାଇଁ , ହେ ଶିକ୍ଷକ ତୁମେ ଶିକ୍ଷା ରକ୍ଷକ , ଅନ୍ଧାର ପଥରେ ତୁମେ ଆଲୋକ
Loading comments…
Comments
Loading comments…