by Abhisek Mohapatra ✓ · 22 Aug 2019
ଏଠି କିଛି ବି ଦିଶେନା, ନା ଲୁଟ୍ ତରାଜ ର ସୁରାକ୍, ନା କିଶୋରୀ ଦେହର କୋମଳତା, ବେଶ୍ୟା ବି ଶୋଇ ରହିଥାଏ କ୍ଳାନ୍ତିରେ । ଅନ୍ଧାରରେ ପ୍ରତିଫଳିତ ହୁଏ ଯାହା ଗୁଡାଏ ସ୍ବପ୍ନ! ଆଉ ରାତି ଆକାଶର ନିଷ୍କପଟ ଜହ୍ନ ।
Loading comments…
Comments
Loading comments…