by Narottam Naik ✓ · 29 Aug 2021
ଗୁରୁ ଗୁନିଆଁ ଯେତେ ଅଛନ୍ ଇନ, ସବୁ ମିଛ୍ କଥା କହେସନ୍ ; ଭାଇ ଭାଇ ଭିତ୍ରେ କଲି ଲଗେଇକରି ଭାଇ ବିରୋଧ୍ କରିଦେଶନ୍ || ସାଁପ୍ ଗୁଟେ ଯଦି ଚାବଲା ଲୋକକେ ଗୁନିଆଁ କେ ଆଘ ଡାକସନ୍, ଗୁନିଆଁ ହାରଲେ ମରଲା ବେଲକେ, ଡାକ୍ତର୍ ଖାନାକେ ନେସନ୍ |
Loading comments…
Loading comments…