by Debaki Behera ✓ · 26 Nov 2020
ଅନ୍ଧାର ନଥିଲେ ଆଲୋକ ର ସ୍ୱାଦ ଚାଖିଥାନ୍ତୁ ତୁ କେମିତି ରାତ୍ରି ଯେ ନଥିଲେ ସକାଳ ର ଛୁଆଁ ପାଇଥାନ୍ତୁ ତୁ କେମିତି l ଜୀବନ ପଥଟି ଅନ୍ଧକାର ପୂର୍ଣ୍ଣ ବାଟ ଦୁର୍ଗମ ଅଟଇ ତଥାପି ତୋତେ ରେ ଚାଲିବାକୁ ହେବ ଲକ୍ଷ୍ୟ ସ୍ଥଳ ଦୂର
Loading comments…
Loading comments…