by Jashobant Pattanayak ✓ · 25 Nov 2020
ଏଠି ଦୋଷୀ-ସାକ୍ଷୀ ଗୀତା ଛୁଏଁ ନିର୍ଦ୍ଦୋଷଟା ସଜାପାଏ ନ୍ୟାୟ ନାଶଯାଏ ଅନ୍ୟାୟର ହତିଆରରେ - ଆଜି ଆଲୋକ ତ ହଜିଯାଏ ଘନ ଅନ୍ଧକାରରେ ।। ଏଠି ମନ୍ଦ ତାଳିମାଡ଼ ଖାଏ ଭଲ-ଗୋଡ଼ ଟଣା ହୁଏ ପାପ ପୂଜାପାଏ ପୁଣ୍ୟ ହୁଏ ଲୋକହସାରେ - ଆଜି ଆଲୋକ
Loading comments…
Loading comments…