by କଳ୍ପନା ରାୟ ✓ · 1 Dec 2020
ତୁମକୁ ଦେଖି ଡରିଯାଏ କେହି ପ୍ରାୟ ସବୁ ପିଲା ଡରକୁ ଆଣିଥାଅ କି ଅସାମାଜିକ ବ୍ୟକ୍ତିଙ୍କ ହୁଏତ ହୁଏ ସୁବିଧା ହଁ ତୁମେ ରାତିକୁ ନେଇ ଆସ ଜଗନ୍ନାଥଙ୍କର ଘଟ ପରିବର୍ତ୍ତନ ଅନ୍ଧକାରରେ ହିଁ ହୋଇଥାଏ ତ
Loading comments…
Comments
Loading comments…