120Log inSign up
Poem · Tragedy

ଅନେକ କିଛି କହିବାର ଥିଲା

by Sujata Mohapatra ✓ · 17 Feb 2019

896Reads
42Likes
1Min read

ସମସ୍ତେ ପୁଣି ଲେଉଟି ଆସିଛନ୍ତି ମୋ ପାଖକୁ ମୋ ଦତ୍ତ ଭାବନା ମାନଙ୍କୁ ମୋ ଅଣ୍ଟି ରେ ଢାଳି ଫେରୁଛନ୍ତି ଯେଝା ବାଟେ ନିଜେ

Loading comments…

ଅନେକ କିଛି କହିବାର ଥିଲା · StoryMirror