ପାପ କଲେ ଯଦି ନରକ ଯାଆନ୍ତି
ଏତେ ବଳାତ୍କାରୀ ହୁଅନ୍ତି କାହିଁ?
ପୃଥିବୀଟା ଯଦି ଭଗବାନଙ୍କର
ଜାତି ଗୋତ୍ର ନାମେ ବିଭେଦ କାହିଁ?
ନ୍ୟାୟ ପାଇଁ ନାରୀ ଆତ୍ମହତ୍ୟା କରେ
ଅପରାଧୀ ବୁଲେ ସମାଜେ କାହିଁ?
ସତ୍ୟବାଦୀ ପାଏ ସଜା ଆଉ ଫାଶୀ
ଚୋର ପାଏ ଏଠି ସମ୍ମାନ କାହିଁ?
ପାପ କଲେ ଯଦି ନରକ ଯାଆନ୍ତି
ଏତେ ବଳାତ୍କାରୀ ହୁଅନ୍ତି କାହିଁ?
ପୃଥିବୀଟା ଯଦି ଭଗବାନଙ୍କର
ଜାତି ଗୋତ୍ର ନାମେ ବିଭେଦ କାହିଁ?
ନ୍ୟାୟ ପାଇଁ ନାରୀ ଆତ୍ମହତ୍ୟା କରେ
ଅପରାଧୀ ବୁଲେ ସମାଜେ କାହିଁ?
ସତ୍ୟବାଦୀ ପାଏ ସଜା ଆଉ ଫାଶୀ
ଚୋର ପାଏ ଏଠି ସମ୍ମାନ କାହିଁ?
Comments
Loading comments…