ଜୀବନ ରେ ସିନା ଅଲୋଡ଼ା ଆଖୋଜା ମୃତ୍ୟୁ ପରେ ହୁଏ ଧନ୍ୟ ମୋ ଶରୀର ଦେଉ କାହାରେ ଜୀବନ ଚାହେଁନା ମୁଁ ପାପ ପୁଣ୍ୟ ଯେତେବେଳେ ଚାହଁ ଦେହୁ ରକ୍ତ ନିଅ ଅନ୍ୟର ଜୀବନ ପାଇଁ ଜୀଵ ଶେଷେ ପୁଣି ସବୁ ଅବୟବ ଦେବି ମୁଁ ରହିଛି ଚାହିଁ ଲୋଡ଼ା ନାହିଁ ମୋର ନିଆଁ ମୁଖେ ପୋଡା ଲୋଡ଼ା ନାହିଁ ସମାଧିସ୍ଥ ମାନବ କଲ୍ୟାଣେ, ଦୁଃଖୀଙ୍କର ସେବା କରୁଥିବି ମୁହିଁ ନିତ୍ୟ
Loading comments…