by Nilamadhab Kar ✓ · 20 Jul 2017
ବର୍ଷାସହ ପ୍ରଣୟର ଖୁବ୍ ଜଣାଶୁଣା ସମ୍ପର୍କ I ବର୍ଷା ଡାକେ I ଆଖିଠାର ମାରେ I ମନ ହୁଏ ନିରୋଳା ପ୍ରେମରେ ଭିଜିବାକୁ I ହେଲେ ପତ୍ନୀଙ୍କ ପ୍ରେମର ପରିଧି ଭିନ୍ନ I ତାଙ୍କ ପାଇଁ ବର୍ଷା ବୋଧହୁଏ ଆଉ ଏକ ଗତାନୁଗତିକ ଜୀବନ ନାଟକ I
Loading comments…
Comments
Loading comments…