ଏ ଜୀବନ ବି ଠିକ୍ ସୂତା ଲଗା
କାଗଜର ଗୁଡ଼ିଟିଏ ପରି
ଉଡୁଥାଏ ନିର୍ଭୀକରେ
ନୀଳ ଆକାଶର ପ୍ରଶସ୍ତ ବୁକୁରେ,
କିନ୍ତୁ କିଏ ଜାଣେ !
କେତେବେଳେ କଟିଯିବ ଡୋର
ସମୟର ଧାରୁଆ ମାଞ୍ଜାରେ ।
ଏ ଜୀବନ ବି ଠିକ୍ ସୂତା ଲଗା
କାଗଜର ଗୁଡ଼ିଟିଏ ପରି
ଉଡୁଥାଏ ନିର୍ଭୀକରେ
ନୀଳ ଆକାଶର ପ୍ରଶସ୍ତ ବୁକୁରେ,
କିନ୍ତୁ କିଏ ଜାଣେ !
କେତେବେଳେ କଟିଯିବ ଡୋର
ସମୟର ଧାରୁଆ ମାଞ୍ଜାରେ ।
Loading comments…