by Pranati Mahapatra ✓ · 18 Sept 2021
କରି କରାଉଛ ବାହାସ୍ପୋଟ ମାରି ଆନ ହାତେ ଅଛି ଡୋର, ଅଟ୍ଟହାସ୍ୟ କରେ କାଳ ଥାଇ ଦୂରେ କହେ ସେ ଅପେକ୍ଷା କର, ସତ୍ୟ ଧର୍ମ ଅନୁସର ଯେଉଁ ନିର୍ଯ୍ୟାତନା ପାଅ ବାରମ୍ବାର ଭୁଲି ଯାଇଛ ମନର।
Loading comments…
Loading comments…