by Priyabrata Mohanty ✓ · 17 Oct 2020
ସମସ୍ତ ପରିଜନ ଥାଇ ମଧ୍ୟ ମିଳୁନାହିଁ ଶେଷ ଦର୍ଶନ ଶେଷ ସ୍ପର୍ଶ କେହି ଆସୁନାହାନ୍ତି ମଶାଣି ଯାଏ ଫୁଲ,ଚନ୍ଦନ କାଠ,ଗୁଆଘିଅ ଅଲୋଡ଼ା ଆଜି କେହି ଶୁଣୁନାହାନ୍ତି ଆତ୍ମୀୟଙ୍କ ଆକୁଳ କ୍ରନ୍ଦନ ସତରେ କେଡେ ଅସହାୟ ଆମେ ଆଜି ।
Loading comments…
Loading comments…