by Kalpana Kumari Pradhan ✓ · 23 Aug 2021
ଚାରି ସନ୍ତାନ ଧାବନ୍ତି ସାଥେ ଏକଇ ରିକି ଚଲଇ ତାପଥେ ll ବନ୍ଧୁତା ତାର ଅତି ନିବିଡ ଗୁଡ଼ୁ ସାଙ୍ଗେ ନଥାଏ ବନ୍ଧବାଡ଼ ll ବତକ କହେ ଆରେ ରିକି ଅଟୁ ତୁ ଭାରି ବୋକି ll କେଡେ ସୁନ୍ଦର ତନୁ ତୋହରି ବନ୍ଧୁ ହୋଇଛୁ ଗୁଡ଼ୁ ଘୁଷୁରି ll
Loading comments…
Loading comments…