by Jyochhna rani Devi ✓ · 5 Jun 2021
ମାଆର ପଣତେ ପାଇଥିବା ସେ ଉଷ୍ମ ଆଶ୍ଳେଷ ବିଧ୍ଵସ୍ତ ଦରିଆ କୂଳେ ନେବାକୁ ନିଃଶ୍ବାସ ଦୁଃଖର ସୁଡ଼ଙ୍ଗ ଅନ୍ତେ ସୁଖ ସରହଦ ପାଇବାକୁ ଦେଇଥିବା ସେ ମନ୍ତ୍ର ଅଭେଦ୍ୟ
Loading comments…
Loading comments…