by Pranati Mahapatra ✓ · 21 Dec 2021
କରି କରାଉଛ ଅନ୍ତର୍ଗତେ ଥାଇ ତୁମେ ସ୍ରଷ୍ଟା ତୁମେ ସୃଷ୍ଟି ବୁଝେ ନାହିଁ କେବେ ଅବୁଝା ମଣିଷ ଭୁଲି ଯାଏ ତବ ପ୍ରୀତି ହେଜୁ ନାହିଁ ଯେ ତଥାପି ନିଘା ନାହିଁ ମୋର କାହାକୁ ହେ ଛାମୁଁ ଅଛି ମୁଁ ଥିଲି ଯେମିତି।
Loading comments…
Comments
Loading comments…