by Rajakishore Mundi ✓ · 21 Sept 2020
କଥା ଦେଇ ଥିଲ ସାଥିହୋଇ ଯିବା ଛାଡ଼ି ବନି କେବେ ହାତ ବରବେଶ ସାଜି ଅନ୍ୟ ହାତ ଧରି କଲ ମୋତେ ପ୍ରତାରିତ !!୪!! ସବୁ କଥା କେବେ କହି ହୁଏ ନାହିଁ କିଛି ରହି ଯାଏ ବାକି କିଛି ସ୍ମୃତି ପୁଣି ଭୁଲି ହୁଏ
Loading comments…
Loading comments…