by Prafulla Chandra Mishra ✓ · 1 Jan 2021
ବେଳ ଥାଉ ଥାଉ ଅନୁତାପେ ଜଳି ବଦଳିଯାଏ ଯେ ମନ ସୁଫଳ ପ୍ରାପତେ ଜୀବନ ହୁଅଇ ଶାନ୍ତି ପବନେ ପାବନ ଭୁଲ ପୁନଃ ପୁନ ଅନୁତାପ ହୀନ ଜୀବନ ଜଳିବା ସାର ଛଟପଟ ପ୍ରାଣ ଆତୁର କାତର ସଂସାରେ ହୁଏ ଅସାର
Loading comments…
Loading comments…