by Anita Dash ✓ · 5 Oct 2020
ନିଜ ଦୋଷ ଦେଖି , ଅନ୍ତରକୁ ବୁଝି, ମନ୍ଦ କର୍ମେ ଦୁଃଖୀ ହୋଇ , ଲଜ୍ଜିତ, ଘୃଣିତ, ଅନୁତପ୍ତ-ମନ ବିବେକ ଦିଏ ଜଗାଇ। [୪] ପ୍ରାଣୀର ହୃଦୟେ ପଶ୍ଚାତାପ କେବେ ଏକାନ୍ତ ଆସେ ନାହିଁ , ଈଶ୍ବର ବିଶ୍ୱାସ, ବିବେକର ବାସ, ସାଥେ ରହେ ସାଥିହୋଇ ।
Loading comments…
Comments
Loading comments…