by ସନାତନ ଦାସ ✓ · 14 Sept 2020
ନିଦାରୁଣ ଏଇ ତପ୍ତ ଧରଣୀ ମୋ ପାଇଁ ଅସହ୍ୟ ହୁଏ, ଜୀବନ୍ତ ଶବକୁ କାନ୍ଧରେ ଥୋଇ ନିଜେ ନିଜେ ବୋହି ନିଏ | ଅସରନ୍ତି ରାସ୍ତା ଶେଷନାହିଁ ମୋର କେବେ ଚାଲେ କେବେ ଥକେ |
Loading comments…
Loading comments…