by Susil Pani ✓ · 27 Nov 2019
କହିବା ବାହୁଲ୍ୟ ଏଠି ନ କହିବା ଭଲ । କଳିଯୁଗ ଇଏ ପୁଣି ନମାଳିଲେ ମଲ।। ସବୁ ଶୁଣି ଦେଖି ଜାଣି କରୁଥିଲେ କର୍ମ । ତଥାପି ଭୂଲ ଭଟକା ଆସେରେ ଜୀବନ ।।
Loading comments…
Loading comments…