by Anita Dash ✓ · 5 Jan 2021
ଅଧିକ ଆଶାର ଲାଳସାରେ ବୁଡି କରମରୁ ବେଶୀ ଲୋଡି ମଣିଷର ମନ ବାଟ ଭୁଲି, ଯାଏ ମନ୍ଦ କରମରେ ଜଡ଼ି ! ଅତିଶୟ ଭଉତିକ ସୁଖ ପାଇଁ ପାପ ଧନ ଠୁଳ କରେ ବିଷୟରସରେ ଅନ୍ଧ ହୋଇ ନର ବିବେକର ପଥ ହୁଡେ !
Loading comments…
Comments
Loading comments…